Install App
sonepurkhabar
This browser does not support the video element.
ସୋନପୁର: ଅପରେସନ ପ୍ରହାର ରେ ଧରାପଡୁଛନ୍ତି ନିଶା ବେପାରୀ ନିଜ କାର୍ଯ୍ୟାଳରେ ସୂଚନା ଦେଲେ ଜିଲ୍ଲା ଏସପି ନାରାୟଣ ନାଏକ
Sonapur, Subarnapur (Sonepur) | Sep 10, 2025
ଅପରେସନ ପ୍ରହାର ରେ ଧରାପଡୁଛନ୍ତି ନିଶା ବେପାରୀ ନିଜ କାର୍ଯ୍ୟାଳରେ ଆଜି ଦିନ 1ଟାରେ ସୂଚନା ଦେଲେ ଜିଲ୍ଲା ଏସପି ନାରାୟଣ ନାଏକ।ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ଚଳାଇଛି ଅପରେସନ ପ୍ରହାର ଗୋଟିଏ ପରେ ଗୋଟିଏ ଧରା ପଡୁଛନ୍ତି ଗଞ୍ଜେଇ ମାଫିଆ I ବାହା ବାହା ନେଉଛି ଜିଲ୍ଲା ପୋଲିସ I
Share
Read More News
T & C
Privacy Policy
Contact Us
Your browser does not support JavaScript!