Install App
mishrasanuj
This browser does not support the video element.
ବଲାଙ୍ଗୀର: ଡ଼ଙ୍ଗାଘାଟ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟାବହ ସଂଘର୍ଷ। ଘଟଣାରେ ୭ ଜଣ ଆହତ, ଯେଉଁଥିରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ
Balangir, Balangir | Aug 26, 2025
ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଡ଼ଙ୍ଗାଘାଟ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟାବହ ସଂଘର୍ଷ। ଘଟଣାରେ ୭ ଜଣ ଆହତ, ଯେଉଁଥିରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ। ସେମାନଙ୍କୁ ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଜି ଡିନ ୧୧ଟା ସମୟ ରେ ସ୍ଥାନାନ୍ତର କରାଯାଇଛି। ସଂଘର୍ଷର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ପଦକ୍ଷେପ ନେଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!