Download Now Banner

This browser does not support the video element.

ଧମା: ଦେଓଗାଁ ଗ୍ରାମ୍ୟ ଜଙ୍ଗଲରେ ଚାରା ରୋପଣକୁ ପ୍ରଶାସନର ବିରୋଧ , ଧାରଣା ରେ ବସିଲେ ଗ୍ରାମବାସୀ

Dhama, Sambalpur | Sep 18, 2025
ଦେଓଗାଁ ଗ୍ରାମ୍ୟ ଜଙ୍ଗଲରେ ଚାରା ରୋପଣକୁ ପ୍ରଶାସନର ବିରୋଧ , ଧାରଣା ରେ ବସିଲେ ଗ୍ରାମବାସୀ lପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗତକାଲି ମାନେଶ୍ଵର ବ୍ଲକ ଦେଓଗାଁ ଗ୍ରାମ୍ୟ ଜଙ୍ଗଲରେ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଚାରାରୋପଣ କାର୍ଯ୍ୟକ୍ରମ ସମୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଗ୍ରାମ୍ୟଜଙ୍ଗଲରେ ଚାରାରୋପଣକୁ ପ୍ରଶାସନ ବିରୋଧ କରିବା ପରେ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ବାକ ବଚସା ଦେଖାଦେଇଥିଲା।
Read More News
T & CPrivacy PolicyContact Us