Download Now Banner

This browser does not support the video element.

ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ବ୍ରହ୍ମପୁର ମେୟରଙ୍କ ନାମରେ ସୋସିଆଲ ମିଡିଆରେ ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ; ସଚେତନ କରାଇଲେ ମେୟର

Brahmapur M Corp, Ganjam | Mar 31, 2024
ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ନାମରେ ସୋସିଆଲ ମିଡିଆରେ ଫେକ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ। ଏନେଇ ଆଜି ପୂର୍ବାହ୍ନରେ ସଚେତନ କରିଛନ୍ତି ମେୟର। ଫେକ ଆକାଉଣ୍ଟରୁ କେହି ଯୋଡି ନହେବାକୁ ସେ ଅପିଲ କରିଛନ୍ତି। ଏଥିସହ କେଇ ଟଙ୍କା ମାଗିଲେ ନଦେବାକୁ ନିବେଦନ କରିଛନ୍ତି ମେୟର।
Read More News
T & CPrivacy PolicyContact Us