This browser does not support the video element.
ବରଗଡ: ବରଗଡ ବିଧାୟକ ମୁନିସିପାଲିଟି ବଏସ ହାଇସ୍କୁଲରେ ଅନୁଷ୍ଠିତ ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମରେ କଲେ ଯୋଗଦାନ
Bargarh, Bargarh (Baragarh) | Sep 5, 2025
ବରଗଡ଼ ମୁନ୍ସିପାଲଟି ବଏଜ ହାଇଜ ସ୍କୁଲ ଠାରେ ଗୁରୁଦିବସ ପାଳିତ ହୋଇଯାଇଛି | ଶୁକ୍ରବାର ସନ୍ଧ୍ୟା 7 ଘଣ୍ଟା ସମୟରେ 1994 ମସିହାର ବ୍ୟାଚ ଦ୍ୱାରା ଗୁରୁଦିବସ ପାଳିତ ହୋଇଯାଇଛି | ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଗୁରୁଦିବସ ଅବସରରେ 1994 ବେଚର ସମସ୍ତ ଛାତ୍ର ଉପସ୍ଥିତ ରହି ପୂର୍ବତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ତାଙ୍କ ଆଶୀର୍ବାଦ ଲାଭ କରିଥିଲେ | ସ୍ୱାଗତ ସଂଗୀତ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା |