Download Now Banner

This browser does not support the video element.

ପଟ୍ଟାଙ୍ଗୀ: ବିଲାପୁଟ ଠାରେ ବିଜେଡି ବୈଠକ,ବିଦ୍ରୋହ ନୁହେଁ ଗୁହାରି,ଦଳୀୟ ସଂଗଠନରେ କୋରାପୁଟ ଓ ପଟାଙ୍ଗି ନିର୍ବାଚନ ମଣ୍ଡଳୀ ନେତାଙ୍କୁ ଦାୟିତ୍ଵ ନେଇ ଦାବି

Pottangi, Koraput | Sep 6, 2025
ରାଜ୍ୟର ବିରୋଧି ଦଳ ବିଜେଡି ଦଳରେ ବହୁ ପ୍ରତୀକ୍ଷା ପରେ କୋରାପୁଟ ଜିଲ୍ଲାର ବିଜେଡି ସଭାପତି ଝିନ ହିକକା ଙ୍କୁ ରାଜ୍ୟ ସଭାପତି ମନୋନୀତ କରିବା ସହ ଅନ୍ୟ ଦୁଇ ଜଣ ଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ପ୍ରଦାନ କରାଯାଇଛି l ହେଲେ ଏହି ପରିପିକ୍ଷେ କୋରାପୁଟ ଓ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଜେଡି ନେତା କର୍ମୀଙ୍କ ମନ ରେ ଅସନ୍ତୋଷ ଦେଖା ଦେଇଥିବା ପରିଲକ୍ଷିତ ହୋଇଛି l ପଟାଙ୍ଗୀ ଓ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା କର୍ମୀ ଏକ ମେଲି ଶନିବାର ନନ୍ଦପୁର ଥାନା ଅନ୍ତର୍ଗତ ସୁବାଇ ବିଲାପୁଟ ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ।
Read More News
T & CPrivacy PolicyContact Us