Download Now Banner

This browser does not support the video element.

ରେଢାଖୋଲ: ରେଢ଼ାଖୋଲ ଫରେଷ୍ଟ ପାର୍କ ଠାରେ ଏନଏସି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

Rairakhol, Sambalpur | Aug 27, 2025
ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦରେ ସାୟତ୍ତ ଶାସନ ଦିବସ ପାଳନ ଅବସରରେ ବୁଧବାର ସକାଳେ ଫରେଷ୍ଟ ପାର୍କ ଠାରେ ମା ପାଇଁ ଗଛଟିଏ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶିବରାମ ସାହୁ, ନିର୍ବାହୀ ଅଧିକାରୀ ରଂଜନ କୁମାର ମାର୍ଥା, କାଉନସିଲର ରାମଚନ୍ଦ୍ର ପ୍ରଧାନ, ଅମରେଶ ନାଏକ,ରଂଜନ ପାଣ୍ଡେ ଙ୍କ ସମେତ ବରିଷ୍ଠ ନାଗରୀକ ସଂଘର ସଦସ୍ୟ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଦସ୍ୟ , ସୟଂ ସହାୟକ ଗୋଷ୍ଠିର ସଦସ୍ୟା, ଏନଏସିର କର୍ମଚାରୀ ମାନେ ଯୋଗଦେଇଥିଲେ l
Read More News
T & CPrivacy PolicyContact Us