Download Now Banner

This browser does not support the video element.

ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଆଗଲପୁର ପ୍ରାଥମିକ ସମବାୟ ସମିତିର ଚାଷୀ

Bargarh, Bargarh (Baragarh) | Sep 2, 2025
ଆଗଲପୁର ପ୍ରାଥମିକ ସମବାୟ ସମିତିର ଚାଷୀ ମଙ୍ଗଳବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି | ସମିତି ସମ୍ପାଦକଙ୍କ ନାଁରେ ଆଣିଲେ ଅଭିଯୋଗ | କୋଟି କୋଟି ଟଙ୍କାର ଦୁର୍ନୀତି ସହ ଅବହେଳା ଯୋଗୁଁ ଚାଷୀଙ୍କ ପଞ୍ଜିକରଣ ହୋଇ ପାରି ନ ଥିବା ଅଭିଯୋଗ ହୋଇଛି | ବହୁ ଚାଷୀ ପଞ୍ଜିକରଣରୁ ବାଦ ପଡିଛନ୍ତି ଯାହାକୁ ନେଇ ଚାଷୀ ଏବେ ଚି଼ନ୍ତାରେ ତେବେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ପଞ୍ଜିକରଣ ଅବଧି ବଢ଼ାଯାଉ ବୋଲି ଦାବି କରିବା ସହ ଦୁର୍ନୀତି ର ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି ।
Read More News
T & CPrivacy PolicyContact Us