Download Now Banner

This browser does not support the video element.

ତେଲକୋଇ: କାଳିଆହତା ଫାଣ୍ଡି ଅଞ୍ଚଳ ରେ ଗାଡ଼ିପୁଡ଼ିବା,ଦୁଇଚକିଥା ଯାନକୁ ଭାଙ୍ଗିଲେ ଦୁର୍ବୁତ, ପେଟ୍ରୋଲିଙ୍ଗ ସେବା ଯୋଗାଇବାକୁ ସାଧାରଣରେ ଅଭିଯୋଗ

Telkoi, Kendujhar | Sep 9, 2025
କାଳିଆ ହତା ଫାଣ୍ଡି ଅଞ୍ଚଳ କେତେ ସୁରକ୍ଷାତ , ବିଜେପି ମଣ୍ଡଳ ସଭାପତିଙ୍କ ଗାଡ଼ିପୁଡ଼ିବା ପରେ ପୂଣି ,କାଳିଆ ହତା ଫାଣ୍ଡି ଠାରୁ ୫୦୦ ମିଟର ଦୁରରେ ନୂଆ ଦୁଇ ଚକିଆ ଯାନକୁ ଭାଙ୍ଗି ଚୁରମାର କରିଛନ୍ତି ଦୁର୍ବୁତ ,ଗାଡିଟି ପଡ଼ିରହିଛି ବିଲ ମଝିରେ । କାଳିଆ ହତା ପୁଲିସ ଦୁଇଚକିଆ ଯାନକୁ ଉଦ୍ଧାର କରି ଘଟଣାକୁ ଅନୁଧ୍ୟାନ କରୁଛି । ପରିତାପର ବିଷୟ କାଳିଆ ହତା ଫାଣ୍ଡିରେ ପେଟ୍ରୋଲିଙ୍ଗ ପାଇଁ ଗାଡ଼ି ନଥିବାରୁ ଅଞ୍ଚଳରେ ରାତିହେଲେ ଅସାଧୁ ବ୍ୟକ୍ତିଙ୍କ ବଢୁଛି କଳା କାରନାମା , ତେଣୁ ଅଞ୍ଚଳର ନିରିହ ଆଦିବାସି ଜନସାଧାରଣରେ ଲୋକେ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚି ?ଆଜି ଅପରାହ୍ନ ୫.୩୦
Read More News
T & CPrivacy PolicyContact Us