Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଯଶିପୁର ସ୍ଥିତ ନର୍ସରୀରୁ ଏକ୍ ପେଡ୍ ମା କେ ନାମ୍ ସଚେତନତା ରଥକୁ ଶୁଭାରମ୍ଭ କଲେ ମନ୍ତ୍ରୀ

Baripada M, Mayurbhanj | Sep 7, 2025
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ରବିବାର ଦିନ ପ୍ରାୟ ୨ଟାରେ ମୟୂରଭଞ୍ଜ ଜିଲ୍ଳା ଯଶିପୁର ସ୍ଥିତ ନର୍ସରୀରୁ ବନ ବିଭାଗ ଦ୍ବାରା ଏକ୍ ପେଡ୍ ମା କେ ନାମ୍ ସଚେତନତାର ଶୁଭାରମ୍ଭ ହୋଇଯାଇଛି। ତେବେ ଏହି ରଥକୁ ସବୁଜ ପତାକା ଦେଖାଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଶୁଭାରମ୍ଭ କରିଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us