Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ୱାଲିଗଞ୍ଜ ଜୟ ହିନ୍ଦ କ୍ଲବ ଠାରେ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ

Baripada M, Mayurbhanj | Aug 21, 2025
ଗୁରୁବାର ଦିନ ପ୍ରାୟ ୧୧ଟାରେ ବାରିପଦା ମ୍ୟୁନିସିପାଲଟିର ୦୩ ନମ୍ବର ୱାର୍ଡ ୱାଲିଗଞ୍ଜ ଜୟ ହିନ୍ଦ କ୍ଲବ ଠାରେ ସ୍ଥାନୀୟ କାଉନସିଲର ରାଜ ଗୁପ୍ତା ଙ୍କ ପ୍ରଚେଷ୍ଟା ରେ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ ହୋଇଯାଇଛି।
Read More News
T & CPrivacy PolicyContact Us