This browser does not support the video element.
ଜୟପୁର: ପୁରୁଣାଗଡ଼ ଗଣେଶ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ ଅନୁଷ୍ଠିତ
Jeypore, Koraput | Aug 27, 2025
ଭାଦ୍ର ଶୁକ୍ଲ ଚତୁର୍ଥୀ ରେ ବିଘ୍ନବିନାଶନ ଗଣେଷ ପୁଜା ଉତ୍ସାହ ମଧ୍ୟରେ ଆରମ୍ଭ ହେ ।ଇଛି । ଜୟପୁର ସହରର ପୁରୁଣାଗଡରେ ଥିବା ଗଣେଷ ମନ୍ଦିରରେ ଆଜି ଦିନ 11ଟାରେ ନିତି କାନ୍ତୀ ପୁଜା ପାଠରେ ଗଣେଷ ପୁଜା କରାଯାଉଇଛି । ଭକ୍ତ ମାନେ ଲମ୍ବା ଲାଇନରେ ଯାଇ ଗଣେଷକୁ ପୁଜା ପାଠ କରୁଥିବା ଲକ୍ଷ୍ୟ କରାଯାଇଛି । ସେହିପରି ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ ରେ ବିଘ୍ନ ବିନାଶନ ଙ୍କ ପୁଜା ଆରମ୍ଭ ହୋଇଛି । ଛାତ୍ରୀ ଛାତ୍ର ମାନେ ନୁଆଡ୍ରେସ ପିନ୍ଦି ସକାଳୁ ସକାଳୁ ହାତରେ ନଡିଆ, କଦଳୀ ଧରି ସ୍କୁଲ ଅଭିମୁଖେ ବାହାରିଥିବା ଦେଖା ଯାଇଥିଲା ।