Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: କଲ୍ୟାଣପୁର ପଞ୍ଚାୟତରେ ପାଳଶିଆ ଉପସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

Baleshwar M, Balasore | Sep 2, 2025
କଲ୍ୟାଣପୁର ପଞ୍ଚାୟତର ପାଳଶିଆ ଉପସ୍ବାସ୍ଥ୍ୟ କେନ୍ଦ୍ର କୁ ରେମୁଣା ବିଧାୟକ ମଙ୍ଗଳବାର ଦିନ ୩ଘଟିକାରେ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେଠାରେ କାର୍ଯ୍ୟରତ ଡାକ୍ତରଙ୍କ ସହ ଲୋକଙ୍କ ଚିକିତ୍ସା ତଥା ହସ୍ପିଟାଲର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us