This browser does not support the video element.
ଏରସମା: ଏରସମା ଅଞ୍ଚଳର ଦିଗବନ୍ତ ନେତା ଡାକ୍ତର ଦାମଦୋର ରାଉତ ଙ୍କ ଦେହାନ୍ତ
Ersama, Jagatsinghpur | Mar 22, 2024
ଆଜି ସକାଳ 5ଟା 25ମିନିଟ ସମୟରେ ଭୁବନେଶ୍ୱର ଏକ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ଦାମୋଦର ରାଉତ ଙ୍କ ଦେହାନ୍ତ ଘଟିଛି l ଏରସମା ରେ ଜନ୍ମିତ ଡାକ୍ତର ରାଉତ ବିଧାନସଭା କୁ 7ଥର ନିର୍ବାଚିତ୍ତ ହୋଇ ରେକଡ଼ ସୃଷ୍ଟି କରିଛନ୍ତି l ତାଙ୍କ ବିୟୋଗ ରେ ଏରସମା କଣ ସାରା ଓଡିଶା ରେ ଶୋକ ର ଛାୟା ଖେଳିଯାଇଛି l