Download Now Banner

This browser does not support the video element.

ନାକଟିଦେଉଳ: ମେଘପାଳ ଚର୍ଚ୍ଚ ରେ ତିନି ଦିନିଆ ମାତୃ ସମ୍ମିଳନୀ ଅନୁଷ୍ଠିତ

Naktideul, Sambalpur | Sep 6, 2025
ସମ୍ବଲପୁର ଜିଲ୍ଲା ମେଘପାଳ ସନ୍ଥ ଟେରେସା ଶିଶୁ ଯୀଶୁ ଚର୍ଚ୍ଚ ରେ ତିନି ଦିନ ଧରି ଚାଲିଥିବା ମାତୃ ସମ୍ମିଳନୀ ଶନିବାର ଦିନ ଉଦଯାପିତ ହୋଇ ଯାଇଛି l ମେଘପାଳ ଚର୍ଚ୍ଚ ର ଫାଦର ପୋଲ ଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ସାହୁ, ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ର ଫାଦର ବର୍ଥ ଲୋମିଓ ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ବେନେଦିକ ଲାକ୍ରା ଓ ଅବସର ପ୍ରାପ୍ତ କୃଷି ଅଧି ଦର୍ଶକ କାଶୀନାଥ ସାହୁ ପ୍ରମୁଖ ଯୋଗଦେଇ ଥିଲେ l
Read More News
T & CPrivacy PolicyContact Us