Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୨୧ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମର ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି

Raurkela M, Sundargarh | Sep 4, 2025
ସେପ୍ଟେମ୍ବର ୪ ତାରିଖ ସକାଳ ୧୧ଟା ୩୦ମିନିଟରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ସେକ୍ଟର ୨୧ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯାଳୟରେ ସଂଗଠକ ସୃଜନ ଅଭିଯାନ କାର୍ଯ୍ୟକ୍ରମରେ କଂଗ୍ରେସର ସ୍ଥାନୀୟ ନେତୃବୃନ୍ଦ ଓ କଂଗ୍ରେସ ସାମର୍ଥକଙ୍କ ମାନଙ୍କ ଗହଣରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଯୁଗ୍ମ ସମ୍ପାଦିକା ଡ଼.ପଲକ ବର୍ମା ଯୋଗ ଦେଇ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବା ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ଉପରେ ବକ୍ତବ୍ୟ ରଖିଥିଲେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ସହ ବ୍ଲକ ସ୍ତରୀୟ ଚୟନ ପ୍ରକ୍ରିୟା ବରିଷ୍ଠ କଂଗ୍ରେସନେତ୍ରୀ ସୁନିତା ବିଶ୍ୱାଳଙ୍କ ଉପରେ ଦାୟିତ୍ୱ ପ୍ରଦାନ କରାଯାଇଛି,ଏକ ସପ୍ତାହ by
Read More News
T & CPrivacy PolicyContact Us