Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଅନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ପାଳନ ନେଇ ବାରିପଦାରେ ଜିଲ୍ଲା ସ୍ତରୀୟ ସାଇକେଲ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Baripada M, Mayurbhanj | Sep 8, 2025
ସୋମବାର ଦିନ ପ୍ରାୟ ୧୧ଟାରେ ସାକ୍ଷରତା ସପ୍ତାହ ପାଳନ ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏକ ସଚେତନତା ସାଇକେଲ ଶୋଭଯାତ୍ରା ବାରିପଦାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଏହି ବିଶାଳ ସାଇକେଲ ଶୋଭାଯାତ୍ରାକୁ ଛଉ ପଡିଆ ଠାରେ ମୟୂରଭଞ୍ଜ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ହାଁସଦା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
Read More News
T & CPrivacy PolicyContact Us