Download Now Banner

This browser does not support the video element.

ବାଙ୍ଗିରିପୋଷି: ସାମାଖୁଣ୍ଟା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲକୁ ଉଦଘାଟନ କଲେ ବିଧାୟିକା

Bangiriposi, Mayurbhanj | Jul 14, 2025
ମୟୂରଭଞ୍ଜ ଜିଲ୍ଲାର ସାମାଖୁଣ୍ଟା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପରେ ହଷ୍ଟେଲ ନିର୍ମାଣ ପାଇଁ ଦାବି ଯୋର ଧରିବା ପରେ ନିର୍ମାଣ କାର୍ଯ ଆରମ୍ଭ କରାଯାଇଥିଲା।ତେବେ ପରବର୍ତ୍ତୀ ପର୍ଯ୍ୟାୟ ରେ ନିର୍ମାଣ କାର୍ଯ୍ୟ ସରିବା ପରେ ଆଜି ନୂତନ ହଷ୍ଟେଲ ବିଲ୍ଡିଁ କୁ ଦିବା 2 ଘଟିକା ସମୟରେ ଉଦ୍ଘାଟନ କରିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଲି ମୁର୍ମୁ ।ସୁଶ୍ରୀ ମୁର୍ମୁ ଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ,ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us