Download Now Banner

This browser does not support the video element.

ସୋନପୁର: ଆରକ୍ଷୀ ଅଧିକ୍ଷକଙ୍କ ସମ୍ବିଳନୀ କକ୍ଷଠାରେ ଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

Sonapur, Subarnapur (Sonepur) | Aug 25, 2025
ଅପରେସନ ଗରୁଡକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ଗଂଜେଇ ଚାଲାଣ ଉପରେ ରୋକ ଲଗାଇବାକୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ଅପରେସନ ଗରୁଡକୁ ଯୋରଦାର କରାଯାଇଥିବାବେଳେ ବ୍ୟାପକ ଭାବରେ ପୋଲିସକୁ ସଫଳତା ମିଳିଥିବା ଜଣାଯାଇଛି । ଜିଲ୍ଲାରେ ଗଂଜେଇ ଚାଷ ହେଉନଥିଲେବି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲାଦେଇ ବ୍ୟାପକ ଭାବରେ ଗଂଜେଇ ବାହାର ରାଜ୍ୟକୁ ଚାଲାଣ ହୋଇଥାଏ । ତେବେ ଗତ ୧ ଜାନୁୟାରୀ ୨୦୨୫ ରୁ ୨୫ ଅଗଷ୍ଟ ୨୦୨୫ ମଧ୍ୟରେ ସୁବର୍ଣ୍ଣପୁର ପୋଲିସ ଦ୍ୱାରା ମୋଟ ୧୧୪ ଗୋଟି କେସ ହୋଇଥିବାବେଳେ ୭୩୩୭.୩୯୪ କୁଇଂଟାଲ ଗଂଜେଇ ଜବତ କରାଯାଇଛି ।
Read More News
T & CPrivacy PolicyContact Us