This browser does not support the video element.
ବରଗଡ: ୱାର୍ଡ ନ 13 ଶକ୍ତିନଗର ସ୍ଥିତ ନେହେରୁ ସଂଘରେ ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ
Bargarh, Bargarh (Baragarh) | Aug 30, 2025
ଶନିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ ସହରର ୱାର୍ଡ଼ ନଂ-୧୩, ଶକ୍ତିନଗର ସ୍ଥିତ ନେହେରୁ ସଂଘର ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁଦାନରେ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ଏହି ଅବସରରେ ସଂଘ ଦ୍ୱାରା ଆୟୋଜିତ ଗଣେଶ ପୂଜା ମଣ୍ଡପରେ ପ୍ରଭୁ ଗଜାନନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ଜନକଲ୍ୟାଣ ଓ ଅଞ୍ଚଳର ସମୃଦ୍ଧି ପାଇଁ ପ୍ରାର୍ଥନା କଲେ ବିଧାୟକ | ଏହାସହ ଅନେକ ବିଷୟରେ ପଡାବାସିଙ୍କ ସହ ଆଲୋଚନା କରିଥିଲେ |