Download Now Banner

This browser does not support the video element.

ପାଲଲହଡା: ଜଳବନ୍ଦୀ ଘେରରେ ବୁରୁକୁନା ଓ ମହୀଧରପୁର ଗ୍ରାମବାସୀ

Palalahada, Angul | Aug 23, 2025
ଗତକାଲି ଉପର ମୁଣ୍ଡରେ ଲଘୁଚାପଜନିତ ପ୍ରବଳ ବର୍ଷା ହେବା ଫଳରେ ସମାକୋଇ ନଦୀରେ ଶନିବାର ସକାଳ ୫ ଘଟିକା ସମୟରେ ବନ୍ୟାଜଳ ଆସିବାରୁ ବୁରୁକୁନା ଓ ମହୀଧରପୁର ଗ୍ରାମବାସୀ ପାଣିଘେରରେ ବନ୍ଦି ହୋଇ ରହିଛନ୍ତି । ଉଭୟ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପନ୍ୟାପଣି ମାଡୁଥିବାରୁ ଯାତାୟାତ ଠପ ହୋଇଯାଇଛି । ଯାହାଫଳରେ ଦୁଇ ଗାଁର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Read More News
T & CPrivacy PolicyContact Us