Download Now Banner

This browser does not support the video element.

ବଲାଙ୍ଗୀର: ପୁରୁଣା ରାଜଭାଟି ପଡାରେ ଇଲେକ୍ଟ୍ରି ଦୋକାନରେ ବ୍ୟାଟେରୀ କାମ କରିବା ବେଳେ ବିସ୍ପୋରଣ ବାପ ପୁଅ ଆହତ

Balangir, Balangir | Sep 12, 2025
ବଲାଙ୍ଗୀର ଜିଲା ପୁରୁଣା ରାଜବାଟୀ ପଡ଼ାରେ ଏକ ଅଘଟଣ ଘଟିଛି। ଇଲେକ୍ଟ୍ରି ଦୋକାନରେ ବ୍ୟାଟେରୀ କାମ କରିବା ବେଳେ ବିସ୍ଫୋରଣ ଘଟି ବାପ-ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ଭୀମଭୋଇ ହସ୍ପିଟାଲରେଭର୍ତ୍ତି ହୋଇଥିଲେ। ବାପା ନାରାୟଣ ବାରିକ ଏବଂ ପୁଅ ନବୀନ ବାରିକ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଥିବା ଜଣା ଆଜି ପୂରଭାହ୍ନ 11ଟା ସମୟରେ ଜଣା ପଡିଛି ପଡିଛି।
Read More News
T & CPrivacy PolicyContact Us