Install App
sushantpattnayak1983
This browser does not support the video element.
ଛତ୍ରପୁର: ହରିଡାମୂଳ ଓ ସାନଘାଟିରେ ଗଞ୍ଜେଇ ଜବତ ଘଟଣା, ବ୍ରହ୍ମପୁର ଅବକାରୀ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଡେପୁଟି ସୁପରିଟେଣ୍ଡେଣ୍ଟ
Chhatrapur, Ganjam | Sep 11, 2025
ପାର୍ବଣ ପୂର୍ବରୁ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ହରିଡାମୂଳ ଓ ସାନଘାଟିରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୃତିକାନ୍ତ ରାଉତ ।
Share
Read More News
T & C
Privacy Policy
Contact Us
Your browser does not support JavaScript!