Download Now Banner

This browser does not support the video element.

ଜୟପୁର: ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓ ଘରୋଇ ଉଷା ହସପିଟାଲରେ ଅଗ୍ନି ନିରାପତ୍ତା ଉପରେ ସମସ୍ତ କର୍ମଚାରି ନେଲେ ତାଲିମ

Jeypore, Koraput | Sep 26, 2025
ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓ ଘରୋଇ ଉଷା ହସପିଟାଲରେ ଅଗ୍ନି ନିରାପତ୍ତା ଉପରେ ସମସ୍ତ କର୍ମଚାରି ଆଜି ଦିନ 11ଟାରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂନ୍ଧ୍ୟା 5ଟାରେ ଶେଷ ହୋଇଛି । ଜୟପୁର ଦମକଳ ବିଭାଗ ତରଫରୁ ତାଲିମ ଦିଆଯାଇଛି । ଏହି ତାଲିମ କାଯ୍ୟକ୍ରମରେ ହସପିଟାଲ ଫାୟର ସେପ୍ଟଟି ସୁପରଭାଇଜର ରମାକାନ୍ତ ପାଲ ଓ ଦମକଳ ବିଭାଗର ରେଞ୍ଜ ଅଫିସର ବିଚିତ୍ର କୁମାର ପଣ୍ଡା,ଏଏଫଓ ସୁରେଶ କୁମାର ବାରିକ ତାଲିମ ଦେଇ ଥିଲେ ।
Read More News
T & CPrivacy PolicyContact Us