Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପାଣିଶାଳିଆ ନିକଟରେ ଚଢ଼ାଉ 9ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ଲ ସୂଚନା ମୁତାବକ
Jagatsinghapur, Jagatsinghpur | Sep 6, 2025
ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପାଣିଶାଳିଆ ନିକଟରେ ଚଢ଼ାଉ 9ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ଲ ସୂଚନା ମୁତାବକ ଜିଲ୍ଲା ଅବକାରୀ ବିଭାଗ ର ଗୋଟେ ଟିମ ଆଜି ପାଣି ଶାଳିଆ ନିକଟରେ ଚଢ଼ାଉ କରି 90 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଏହି କାରବାର ରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଚାଟ୍ରା ଅଞ୍ଚଳ ର ସୁଶାନ୍ତ ଚାନ୍ଦ ଓରଫ ମାନୁଆ କୁ ଗିରଫ କରାଯାଇ ଥିବା ନେଇ ସୂଚନା ଦେଇଛି ଅବକାରୀ ବିଭାଗ l
Share
Read More News
T & C
Privacy Policy
Contact Us
Your browser does not support JavaScript!