Download Now Banner

This browser does not support the video element.

ଯୋଡା: ଯୋଡା ପୌରାଞ୍ଚଳର ସଭାଗୃହ ଠାରେ ରାମ ନବମୀ ଓ ଇଦ୍‌ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Joda, Kendujhar | Apr 9, 2024
ଆଗକୁ ପାଳିତ ହେବାକୁ ଥିବା ପବିତ୍ର ଶ୍ରୀରାମ ନବମୀ ଓ ଇଦ୍ ଉଲ ଫିତର୍ ଉପଲକ୍ଷେ ଆଜି ଯୋଡା ପୌରାଞ୍ଚଳର ସଭାଗୃହ ଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବଡବିଲ ଏସଡିପିଓ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀରାମ ନବମୀ ଓ ଇଦ୍ ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହେବା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଯୋଡା ଭାରପ୍ରାପ୍ତ ଥାନା ଅଧିକାରୀ ଓ ଯୋଡ଼ା ପୌରାଧ୍ଯକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us