Download Now Banner

This browser does not support the video element.

କରଞ୍ଜିଆ: ପୋଖରୀଭାଡ଼ି ଗ୍ରାମରେ ୪୧ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ; କରଞ୍ଜିଆ ବିଧାୟକଙ୍କ ଯୋଗଦାନ

Karanjia, Mayurbhanj | Oct 1, 2025
ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିଟୁଆଣି ପଞ୍ଚାୟତ ଅଧୀନ ପୋଖରୀଭାଡ଼ି ଗ୍ରାମରେ ୪୧ ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ ଯୋଗଦେଇ ଥିଲେ।
Read More News
T & CPrivacy PolicyContact Us