Download Now Banner

This browser does not support the video element.

ଓରିଏଣ୍ଟ: ରାଜପୁର ଓଭରବ୍ରିଜ ରେଳ ଧାରଣା ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

Orient, Jharsuguda | Sep 28, 2025
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ରାଜପୁର ଓଭରବ୍ରିଜ ର ରେଳ ଧାରଣା ନିକଟରେ ଆଜି ଦିନ ପ୍ରାୟ ତିନିଟା ସମୟରେ ଜଣେ ଯୁବକଙ୍କ ମୃତ ଦେହ ମିଳିଛି। ତେବେ ମୃତକ ଜଣକ ରାଜପୁର ଗ୍ରାମର ବିପିନ ସାହୁ ବୋଲି ଜଣାପଡିଥିବା ବେଳେ ବୟସ ପ୍ରାୟ ଚାଲିଶ ବର୍ଷ ହୋଇଥିବା ନେଇ ଜଣାପଡିଛି। ସେପଟେ ମୃତଦେହ ପଡ଼ିଥିବା ଦେଖି ରେଲୱେ କର୍ମଚାରୀ ଓ ସ୍ଥାନୀୟ ଲୋକ ମାନେ ପୋଲିସ କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳ ପହଂଚି ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ନେଇ ଜଣା ପଡ଼ିଛି। ତେବେ ଯୁବକଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହାକୁ ନେଇ ପୋଲିସ
Read More News
T & CPrivacy PolicyContact Us