Download Now Banner

This browser does not support the video element.

ଭଟଲି: ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ଭଟଲି ବ୍ଳକ ସ୍ତରୀୟ ଗୁରୁଦିବସ ପାଳନ ଯୋଗଦେଲେ ଭଟଲି ବିଡ଼ିଓ ଓ ତହସିଲଦାର

Bhatli, Bargarh (Baragarh) | Sep 5, 2025
ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ଭଟଲି ବ୍ଳକ ସ୍ତରୀୟ ଗୁରୁଦିବସ ପାଳନ ଯୋଗଦେଲେ ଭଟଲି ବିଡ଼ିଓ ଓ ତହସିଲଦାର  ଭଟଲି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଭଟଲି ସତିହାରୀ ବାଳିକା ହାଇସ୍କୁଲରେ ଆଜି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବ୍ଳକ ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଥିଲା।ଅତିଥି ଭାବରେ ଭଟଲି ବିଡ଼ିଓ ପ୍ରମୋଦଚନ୍ଦ୍ର ମେହେର, ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର, ଶିକ୍ଷକ ସଂଘର ସଭାପତି ଯୁଗେଶ୍ୱର ପଧାନ, ସମ୍ପାଦକ ସୁଶାନ୍ତ ସୁନା, ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଧାନ, ଅଵସର ପ୍ରାପ୍ତ ଶିକ୍ଷକ ଜୀବର୍ଦ୍ଧନ ଭୋଇପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us