This browser does not support the video element.
ଯଶିପୁର: ରରୁଆଁବ୍ଲକ କାର୍ଯ୍ୟାଳୟ ରେ ବିକାଶ ବାହାନକୁ ଶୁଭ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ
Jashipur, Mayurbhanj | Jun 12, 2025
ରାଜ୍ୟବାସୀଙ୍କ ସେବାରେ ଏକ ବର୍ଷ ପୂରଣ କଲା ରାଜ୍ୟ ସରକାର। ସରକାରକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଦିବା 11 ଘଟିକା ସମୟରେରରୁଆଁବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ବିକାଶ ବାହାନକୁ ଶୁଭ ପତାକା ଦେଖାଇ ଶୁଭାରମ୍ଭ କଲେ ରରୁଆଁବ୍ଲକ ବିଡ଼ିଓ ।ଏହି ବିକାଶ ବାହନ ବ୍ଲକ ର ପ୍ରତ୍ୟେକ ଗାଁ କୁ ଯାଇ ରାଜ୍ୟ ସରକାର ଏକ ବର୍ଷ ଭିତରେ କରିଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଚାର କରିବ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ଅଧିକାରୀ ଉପସ୍ଥିତ ଥିଲେ।