Download Now Banner

This browser does not support the video element.

ସୋନପୁର: ଜିଲ୍ଲାରେ ୟୁରିଆ ସାରର କଳାବଜାରୀ ହେଉଥିବା ଅଭିଯୋଗ, ମଝିପଡ଼ାରେ ଚାଷୀ ନେତା ପ୍ରଦୀପ ପୁରୋହିତ ରଖିଲେ ପ୍ରତିକ୍ରିୟା

Sonapur, Subarnapur (Sonepur) | Aug 24, 2025
ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର କଳାବଜାର ହେଉଥିବା ମଝିପଡା ଠାରେ ଚାଷୀ ନେତା ତଥା ବରିଷ୍ଠ ଆଇନଜୀବୀ କୃଷକ ସଂଗଠନର ଆଇନ ପରାମର୍ଶ ଦାଦା ପ୍ରଦିପ ପୁରୋହିତ ଆଜି ସଂଧ୍ୟା ୫ଟାରେ ଅଭିଯୋଗ ଆଣିଛନ୍ତି।ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବ ଦେଖା ଦେଇଛି । ଜିଲ୍ଲାକୁ ଯେତିକି ସାର ଆସିଛି ସେଥିରେ ବଡ ଧରଣର ଦୁର୍ନୀତି ଓ ବ୍ୟାପକ କଳାବଜାରୀ ଯୋଗୁଁ ଚାଷୀ ବହୁ ଅଧିକ ଦରରେ ସାର କିଣିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୁଏ । ୟୁରିଆ ସାରର ସରକାରୀ ଦର ୨୬୬ ଟଂକା ୫୦ ପଇସା ଥିବାବେଳେ ଚାଷୀମାନେ ୭୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବସ୍ତା ପ୍ରତି କ୍ରୟ କରୁଥିବାର ଦେଖିବାକୁ ମିଳୁଛି
Read More News
T & CPrivacy PolicyContact Us