Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମହାଦେବ ବିଦ୍ୟାପୀଠରେ ପାଣି ଜମା, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଗୌରୀ ଶଙ୍କର ମାଝୀ

Nabarangapur PS, Nabarangpur | Aug 26, 2025
ପ୍ରବଳ ବର୍ଷା ଫଳରେ ନବରଙ୍ଗପୁର ଜିଲ୍ଲା ସଦର ମହାଦେବ ସ୍କୁଲ ପରିସରରେ ପାଣି ଜମି ରହିଛି, ପ୍ରତିବର୍ଷାରେ ଏମିତି ପାଣି ଜମି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଛାତ୍ର ଛାତ୍ରୀ ସମେତ ଶିକ୍ଷକ l ଖବର ପାଇ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ସେଠାରେ ଜାଇ ସ୍ଥିତି ଅନୁଧ୍ୟାନ କରିଥିଲେ l ତୁରନ୍ତ ଏହାର କେମିତି ସମାଧାନ ହେବ ସେନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ ଏବଂ ଛତ୍ର ଛାତ୍ରୀ, ଶିକ୍ଷକ ଙ୍କ ସହ ମଧ୍ୟ ସେମାନଙ୍କ ସମସ୍ତ ଅସୁବିଧା ବିଷୟରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us