This browser does not support the video element.
ନୟାଗଡ ସଦର: ଇଟାମାଟି ଥାନା ଆଗରେ ସ୍କୁଟି ରୁ ପଡି ଯୁବକ ଗୁରୁତ୍ୱର, ଭୁବନେଶ୍ୱର ସ୍ଥାନାନ୍ତର
Nayagarh Sadar, Nayagarh | Sep 2, 2025
ଆଜି 5ଘଟିକା ସମୟ ରେ ଇଟାମାଟି ଥାନା ଆଗରେ ଭାରସାମ୍ୟ ହରାଇ ସ୍କୁଟି ରୁ ପଡିଯୁବକ ଗୁରୁତ୍ୱର, ଭୁବନେଶ୍ୱର ସ୍ଥାନାନ୍ତର,ଗୁରୁତ୍ୱର ହେଲେ ପୁରୁଷୋତ୍ତମ ପୁର ଗାଁ ରକୃଷ୍ଣଚନ୍ଦ୍ର ବେହେରା,, କୃଷ୍ଣ କୌଣସି କାମ ରେନିଜ ସ୍କୁଟି ନେଇ ଇଟାମାଟି ଆସିଥିଲେ ଆସିବା ସମୟ ରେ ଇଟାମାଟି ଥାନା ଆଗରେ ଭାରସାମ୍ୟ ହରାଇ ସ୍କୁଟିରୁ ପଡିଯାଇଥିଲେ, ଫଳରେ ମୁଣ୍ଡ ଓ କାନ ରେ ଆଘାତ ଲାଗି ରକ୍ତ ସ୍ରାବ ହେଉଥିବା ବେଳେ ଘଟଣା ସ୍ଥଳ ରୁ ଇଟାମାଟି ପୋଲିସ ଉଦ୍ଧାର କରି ମୁଖ୍ୟଚିକିତ୍ସା ଳୟ ରେ ଭ ର୍ତି କରିଥିଲେ, ଡାକ୍ତର ଦେଖିବା ପରେ ଅବସ୍ଥା ଗୁରୁତ୍ୱର ହେତୁ ତାଂକୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ସୂଚନା ମିଳ