This browser does not support the video element.
ଓରିଏଣ୍ଟ: ଆଜି ମଧ୍ୟ ମିଳିପାରିନାହିଁ ଇବ ନଦୀ ଓପିଏମ ଘାଟରୁ ନିଖୋଜ ରେଲୱେ କର୍ମଚାରୀ ଙ୍କର କୌଣସି ପତ୍ତା, ପାଞ୍ଚଦିନ ଧରି ସର୍ଚ୍ଚ ଅପରେସନ ଜାରି
Orient, Jharsuguda | Aug 30, 2025
ଗତ ସୋମବାର ଦିନରୁ ନିଖୋଜ ରେଳବାଇ କର୍ମଚାରୀଙ୍କ ପାଞ୍ଚଦିନ ଧରି ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଜି ଶନିବାର ଦିନ ତମାମ ଖୋଜାଖୋଜି ପରେ ମଧ୍ୟ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ। ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ମିଳିତ ଭାବରେ ରେଲୱେ କର୍ମଚାରୀ ମନିଷ କୁମାର ଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ମଧ୍ୟ ନଦୀର ଉଭୟ ପାର୍ଶ୍ଵ ଏବଂ ଅନେକ ଦୂର ପରିଧି ଭିତରେ ଖୋଜାଖୋଜି କରାଯାଇଥିବା ବେଳେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ନିଖୋଜ ଯୁବକଙ୍କ ପରିବାର ଏବଂ ଆତ୍ମୀୟ ସ୍ୱଜନ ମଧ୍ୟ ନଦୀତଟରେ ବସି ରହି ଆଜି ଅପେକ୍ଷା