Install App
qhour
This browser does not support the video element.
ବାଲିଗୁଡା: ବାଲିଗୁଡା ସିନ୍ଦ୍ରିଗାଁ ର ବରିପଡା ଠାରେ ବଜ୍ରାଘାତ ରେ ଜଣେ ମୁତ୍ୟୁ, ମୁତ୍ୟରଣ କରିଥିବା ଯୁବକ ଜଣକ ହେଲେ ସୁରଜ ବାଗ,
Baliguda, Kandhamal | Sep 1, 2025
ବାଲିଗୁଡା ସିନ୍ଦ୍ରିଗାଁ ର ବରିପଡା ଠାରେ ବଜ୍ରାଘାତ ରେ ଜଣେ ମୁତ୍ୟୁ, ମୁତ୍ୟରଣ କରିଥିବା ଯୁବକ ଜଣକ ହେଲେ ସୁରଜ ବାଗ, ବୟଶ 22,ଗାଇ ଚରାଇ ଯାଇଥିବା ବେଳେ ବ୍ରଜାଘାତରେ ସେ ମୁତ୍ୟୁ ବରଣ କରିଛନ୍ତି, ତେବେ ଖବର ପାଇ ବାଲିଗୁଡା ପୁଲିସ ପକ୍ଷ ରୁ ଘଟଣା ସ୍ଥଳରେ ଯାଇ ଶବ କୁ ଉଦ୍ଧାର କରିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!