Download Now Banner

This browser does not support the video element.

କେ ନୂୂଆଗାଁ: ପଣସପଡି ରେଙ୍ଗିଟି ସାହିରେ ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଗିରଫ

Nuagaon, Kandhamal | Oct 16, 2024
ଆଜି ବୁଧବାର ଦିନ ୧୧ ଟା ସମୟରେ ବାଲିଗୁଡ଼ା ଥାନା ଅଞ୍ଚଳର ପଣସପଡି ରେଙ୍ଗିଟି ସାହିରେ ଦୁଇ ପରିବାର ଙ୍କ ମଧ୍ୟରେ ଗୋଣ୍ଡଗୋଳ , ବନ୍ଧା ହେଲେ ରବି ଘଡେ଼ଇ । ତେବେ ଗୋଟାଏ ସାହି କୈାଣସି କାରଣରୁ ଗୋଣ୍ଡଗୋଳ ପରେ ରବି ଘଡେ଼ଇ ଅଷ୍ଟକୁ ସ ହୁଏ ମୁଣ୍ଡ ରେ ମାରିବା ଫଳରେ କଷ୍ଟ ସାହୁ ଙ୍କୁ ମୁଣ୍ଡ ଫାଟି ଯାଇଥିଲା , ପୋଲିସ ରେ ଅଷ୍ଟ ଅଭିଯୋଗ ପରେ ବାଲିଗୁଡା ଥାନା ରେ ୩୦୭ ଦଫାରେ ମାମଲା ରୁଜୁ ହୋଇ ରବି ଘଡାଇ କୋର୍ଟ ଚାଲାଣ ହୋଇଥିବା ସୁଚନା ମିଳିଛି ।
Read More News
T & CPrivacy PolicyContact Us