Download Now Banner

This browser does not support the video element.

ସୋନପୁର: ଆସନ୍ତା କାଲି ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବ।

Sonapur, Subarnapur (Sonepur) | Aug 30, 2025
ଆସନ୍ତା କାଲି ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବ।୧୩୨ କେଭି ମେଣ୍ଟେନେସ ପାଇଁ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ।ବିଦ୍ୟୁତ ବିଭାଗ ପକ୍ଷରୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଆଜି ସନ୍ଧ୍ୟା ୭ଟାରେ ସୁଚନା ଦିଆ ଯାଇଛି। ତେବେ ଜନସାଧାରଣ ଙ୍କ ସହଯୋଗ କାମନା କରିଛି ବିଦ୍ୟୁତ ବିଭାଗ।
Read More News
T & CPrivacy PolicyContact Us