Download Now Banner

This browser does not support the video element.

ଦିଗପହଣ୍ଡି: କୁକୁଡ଼ାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ

Digapahandi, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ କରାଯାଇଛି । 2023-24 ରେ ଜିଲ୍ଲା ସ୍ତରୀୟ ଶିକ୍ଷା ପୁରସ୍କାର ରେ ପୁରସ୍କୃତ କରାଯାଇଥିବା ବେଳେ ଶିକ୍ଷୟତ୍ରୀ ସରିତା କୁମାରୀ ବେହେରା ଆଜି ଦିନ 11 ଘଣ୍ଟ ସମୟରେ ସେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି । ତେବେ ସେ ପୁରସ୍କୃତ ପରେ କୁକୁଡାଖଣ୍ଡି ଅଂଚଳରେ ଖୁସିର ଲହର ଖେଳିଯାଇଥିବା ବେଳେ ଭୂବନେଶ୍ବର ଲୋକସେବା ଭବନରେ ସେ ପୁରସ୍କୃତ ହୋଇଥିବା ଜଣାପଡିଛି ।
Read More News
T & CPrivacy PolicyContact Us