Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନବଜାତ କନ୍ୟାମାନଙ୍କୁ କିଟ ବଣ୍ଟନ

Dhenkanal Sadar, Dhenkanal | Sep 30, 2025
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମଙ୍ଗଳବାର ଦିନ ଅପରାହ୍ନ ୩ଟା ୪୫ ବେଳେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ନବଜାତ କନ୍ୟାମାନଙ୍କୁ ଆର୍ଥୀକ ସହାୟତା ଏବଂ କିଟ ବଣ୍ଟନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ତଥା ବିକାଶ ଫାଉଁଣ୍ଡରେସନ ଟ୍ରଷ୍ଟର ଅଧ୍ୟକ୍ଷା ମୁଦଳା ଠାକୁର ଉପସ୍ଥିତ ରହି ନବରାତ୍ର ପୂଜାର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଯେଉଁ ଶିଶୁ କନ୍ୟାମାନେ ଜନ୍ମ ନେଇଛନ୍ତି ଏବଂ ନେବେ ସେମାନଙ୍କୁ ଶୁଭାଶ୍ରୀ ବାଦ କରିବା ସହିତ ସେମାନଙ୍କୁ ଆର୍ଥୀକ ସହାୟତା ଓ କିଟ ବଣ୍ଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତୃଘ୍ନ ଜେନା,
Read More News
T & CPrivacy PolicyContact Us