Download Now Banner

This browser does not support the video element.

କେନ୍ଦ୍ରାପଡା: ପାଟକୁରା ନିର୍ବାଚନ ମଣ୍ଡଳୀର ବଳଭଦ୍ରପୁର ସାରଳା ମଣ୍ଡପରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ

Kendrapara, Kendrapara | Sep 2, 2025
ପାଟକୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଏ.ଆଇ.ସି.ସି ସେକ୍ରେଟାରୀ ଗୋପୀନାଥ ପଲାନିୟପ୍ପନଙ୍କ ଉପସ୍ଥିତିରେ ଏହି ସଭା ଆଜି 11 ଘଟିକା ସମୟରେ ସାରଳା ମଣ୍ଡପ, ବଳଭଦ୍ରପୁରରେ ହୋଇଥିଲା। ସଭାରେ ବିଂଝାରପୁର ବିଧାୟକ କନକଲତା ମଲିକ, ମାନସ କର ଓ ଯୁବନେତା ରତିକାନ୍ତ କାନୁନଗୋ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ
Read More News
T & CPrivacy PolicyContact Us