This browser does not support the video element.
ଝାରପୋଖରିଆ: ନୁହାମାଳିଆ ଗାଁର ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ସୁବର୍ଣ୍ଣରେଖା କେନାଲରୁ ଉଦ୍ଧାର, ହତ୍ୟା ସନ୍ଦେହ
Jharpokharia, Mayurbhanj | Oct 17, 2024
ଝାରପୋଖରିଆ ଥାନା ଅନ୍ତର୍ଗତ ନୁହାମାଳିଆ ଗ୍ରାମରେ ନିଖୋଜ ଥିବା ଜନୈକ ବ୍ୟକ୍ତିଙ୍କ ଗଳିତ ମୃତଦେହ ସୁବର୍ଣ୍ଣରେଖା କେନାଳରୁ ଉଦ୍ଧାର । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର । ମୃତକ ଜଣକ ହେଲେ ଯାଲଦା ପଞ୍ଚାୟତ ନୁହାମାଳିଆ ଗ୍ରାମର ଧର୍ମୁ ବେହେରା। ଗତ କାଲି ଠାରୁ ସେ ଘରୁ ନିଖୋଜ ଥିବା ବେଳେ ଆଜି ସକାଳ 9 ଟା ସମୟରେ ସୁବର୍ଣ୍ଣରେଖା କେନାଲରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର । ମୃତଦେହ ପୋଲିସ ଉଦ୍ଧାର କରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୂ