Install App
surendrakathar863
This browser does not support the video element.
ଅତାବିରା: ଅତାବିରା ଏନଏସି ଅଂଚଲରୁ ଓ ବୁଗବୁଗା ଗ୍ରାମରୁ ୩ ଜଣ ମଦବେପାରୀକୁ ଗିରଫ କଲା ଅତାବିରା ଅବକାରୀ ବିଭାଗ
Attabira, Bargarh (Baragarh) | Aug 21, 2025
ଅତାବିରା ଏନଏସି ଅଂଚଲରୁ ଓ ବୁଗବୁଗା ଗ୍ରାମରୁ ୩ ଜଣ ମଦ ବେପାରୀ କୁ ଗିରଫ କରି ତାଂକ ଠାରୁ ୨୬ ଲିଟର ଦେଶୀ ମଦ ଓ ୧୬ ଲିଟର ବିଅର ଜବତ କରିଥିବା ଅତାବିରା ଅବକାରୀ ବିଭାଗ ଆଜି ଗୁରୁବାର ସନ୍ଦ୍ୟା ୫ଟାରେ ସୂଚନା ଦେଇଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!