This browser does not support the video element.
ବଲାଙ୍ଗୀର: ଆଗଲପୁର ହାଇସ୍କୁଲ ପଡିଆରେ ନୂତନ କ୍ରୀଡ଼ା ଗ୍ୟାଲେରୀ ଉଦଘାଟିତ
Balangir, Balangir | Aug 27, 2025
ଆଗଲପୁର ହାଇସ୍କୁଲ ପଡିଆରେ ନୂତନ କ୍ରୀଡ଼ା ଗ୍ୟାଲେରୀର ଉଦଘାଟନ ଆଜି ଆପ୍ସରାହ୍ନ 2ଟା ସମୟରେ ଆଗଲପୁର ସ୍ଥିତ ହାଇସ୍କୁଲ ପଡିଆରେ ନୂତନ ଗ୍ୟାଲେରୀର ଶୁଭ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଏହି ଗ୍ୟାଲେରୀ ଉପଲବ୍ଧ ହେବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ କ୍ରୀଡ଼ାପ୍ରେମୀମାନେ ବିଶେଷ ଭାବେ ଲାଭାନ୍ବିତ ହେବେ ବୋଲି ଆଶା ବ୍ୟକ୍ତ କରାଯାଇଛି । ସ୍ଥାନୀୟ ସ୍ତରରେ କ୍ରୀଡ଼ାକୁ ଆଗକୁ ନେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ ବୋଲି କ୍ରୀଡ଼ା ପ୍ରେମୀମାନେ କହିଛନ୍ତି