Install App
jeyporekhabar
This browser does not support the video element.
ଜୟପୁର: ଡ୍ରାଇଭର ମହାସଙ୍ଘ ତରଫରୁ ରାଜା ନହର ଠାରୁ ବାହାରିଲା ଶୋଭାଯାତ୍ରା, ସଙ୍ଘ ସଦସ୍ୟ ଦେଲେ ସୂଚନା
Jeypore, Koraput | Sep 1, 2025
ଡ୍ରାଇଭର ମହାସ˚ଘ ର ଜୟପୁର ଶାଖା ପକ୍ଷରୁ ଆଜି ସେପ୍ଟେମ୍ବର ମାସ ୧ ତାରିଖକୁ ଡ୍ରାଇଭର ମହାସ˚ଘ ରୁପେ ପାଳନ କରିଛନ୍ତି। ଏହି ଅବସରରେ ଏକ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଶୋଭାଯତ୍ରା ଜୟପୁର ରାଜା ନହର ଠାରୁବାହାରି ଢେପଗୁଡା ହନୁମାନ ମନ୍ଦିର ନିକଟରେ ଥିବା ସ˚ଘ କାର୍ଯ୍ୟାଳୟରେ ପହଁଚିଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!