Download Now Banner

This browser does not support the video element.

ରେଢାଖୋଲ: ଅପରେସନ ପ୍ରହାର ରେ କନ୍ଧରା ଓ ହାତୀବାହାଲ ରୁ ୭୦ କେଜି ଗଂଜେଇ ସହ ଦୁଇ ଟି କାର ଜବତ ତିନି ଜଣ ଗିରଫ

Rairakhol, Sambalpur | Sep 10, 2025
ଅପରେସନ ପ୍ରହାରରେ କନ୍ଧରା ଓ ହାତୀବାହାଲ ରୁ ୭୦ କେଜି ଗଂଜେଇ ସହ ଦୁଇ ଟି କାର ଜବତ ତିନି ଜଣ ଗିରଫ ଓଡ଼ିଶାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଅପରେସନ ପ୍ରହାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ବୁଧବାର ସକାଳେ ଅବକାରୀ ବିଭାଗର ସମ୍ବଲପୁର ସ୍ପେଶାଲ ସ୍କାଡ ଓ ରେଢ଼ାଖୋଲ ଅବକାରୀ ବିଭାଗ ର ମିଳିତ ଚଢ଼ାଉ ରେ ରେଢ଼ାଖୋଲ ବ‌ଉଦ ରାସ୍ତାର କନ୍ଧରା ଓ ହାତୀ ବାହାଲ ଛକ ଠାରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରି ଦୁଇଟି କାର ରୁ ୭୦ କେଜି ଗଞ୍ଜେଇ ସହ କାର ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Read More News
T & CPrivacy PolicyContact Us