Download Now Banner

This browser does not support the video element.

ଜଗତସିଂହପୁର: ଜଗତସିଂହପୁର-ମାଛଗାଁ ରାସ୍ତାର ପାକନ ପୁର ଛକ ନିକଟରେ ବାଇକ କୁ ଧକା ଦେଇ କେନାଲ କୁ ଖସି ପଡ଼ିଲା କାର,ବାଇକ ଆରୋହୀଙ୍କ ସମେତ 4 ଆହତ

Jagatsinghapur, Jagatsinghpur | Aug 21, 2025
ଜଗତସିଂହପୁର-ମାଛଗାଁ ରାସ୍ତାର ପାକନ ପୁର ଛକ ନିକଟରେ ବାଇକ କୁ ଧକା ଦେଇ କେନାଲ କୁ ଖସି ପଡ଼ିଲା କାର । ବାଇକ ଆରୋହୀଙ୍କ ସମେତ କାର ଭିତରେ ଥିବା 4 ଯାତ୍ରୀ ଆହତ । ଆହତ ମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ।
Read More News
T & CPrivacy PolicyContact Us