Install App
pramodjagadev8
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଇସ୍ପାତ କାରଖାନା ସ୍ଥାୟୀ କର୍ମଚାରୀଙ୍କ ୫୦ହଜ଼ାର Akbar ଓ ଆସ୍ଥାୟୀ କର୍ମଚାରୀଙ୍କୁ ୨୦ହଜ଼ାରଟଙ୍କା ବୋନସଦାବିr ସଂଘ RSPକୁ janail
Raurkela M, Sundargarh | Sep 11, 2025
ସେପ୍ଟେମ୍ବର ୧୧ତାରିଖ ସକାଳ ୧୧ଟା ସମୟରେ ରାଉରକେଲା ଇସ୍ପାତ କର୍ମଚାରୀ ସଂଘ ପ୍ରଶାସନକୁ ଜଣାଇ ଦେଇଛନ୍ତି କି,ଦୁର୍ଗାପୂଜା ଆଉମାତ୍ର ଅଳ୍ପ ଡିନ ରହିଥିବା ବେଳେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀଙ୍କ ବୋନସ ନେଇ କୌଣସି ନିଷ୍ପତି ହୋଇପାରୁନାହିଁ,ଏଥିପାଇଁ ସଂଘ ପକ୍ଷରୁ ଭୀଷଣ କ୍ଷୋଭ ପ୍ରକାଶ କରିବା ସହ କର୍ମଚାରୀ ନିରାଶ ହୋଇଛନ୍ତି,NGS ବୈଠକ ବାରମ୍ବାର ବାତିଲ କରାଯାଇଛି,ଯାହା ପଛରେ ବୃହତ୍ତର ସ୍ୱାର୍ଥ ଅଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି,
Share
Read More News
T & C
Privacy Policy
Contact Us
Your browser does not support JavaScript!