This browser does not support the video element.
ମାଲକାନଗିରି: କତାମାଟେରୁ ଗ୍ରାମର ଇର୍ମା ସାବେରୀ ନଦୀରେ ଫସି ରହିଥିବା ବେଳେ ହେଲିକପ୍ଟର ଯୋଗେ ତାଙ୍କୁ ଉଦ୍ଧାର କରାଯାଇଛି
Malkangiri, Malkangiri | Sep 1, 2025
ମାଲକାନଗିରି ଜିଲ୍ଲା କତାମାଟେରୁ ଗ୍ରାମର ଇର୍ମା ସୋଡି ନାମକ ଜଣେ ବ୍ୟକ୍ତି ଛତିଶଗଡର ସୁକୁମା ଜିଲ୍ଲାରୁ ସାବେରୀ ନଦୀରେ ଏକ ଦେଶୀ ଡଙ୍ଗାରେ ସେ ନିଜ ଘରକୁ ଫେରୁଥିବା ବେଳେ ନଦୀରେ ପ୍ରଖର ଜଳ ସ୍ରୋତ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ନଦୀ ମଝିରେ ଏକ ଏକ ଗଛ ଡାଳକୁ ଧରି ଫଶୀ ରହିଥିଲେ ଇର୍ମା। ଏନେଇ ପଡିଆ ଦମକଳ ବାହିନୀକୁ ଖବର ଦେଇଥିବା ବେଳେ ଇର୍ମାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିବାରୁ ଛତିଶଗଡ ସରକାର ହେଲିକ୍ୟାପ୍ଟର ଯୋଗେ ତାଙ୍କୁ ଉଦ୍ଧାର କରାଯାଇଛି।