This browser does not support the video element.
ନୂଆପଡା: ଘାଟିପଡ଼ା ଗ୍ରାମରେ ପ୍ରବାସୀ ଶ୍ରମିକ ମାନଙ୍କର ଏକ ସଚେତନତା ଶିବିର ଅନୁଷ୍ଠିତ
Nuapada, Nuapada | Aug 24, 2025
ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ତତ୍ତ୍ଵାବଧାନରେ କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରି ଗ୍ରାମପଞ୍ଚାୟତର ଘାଟିପଡ଼ା ଗ୍ରାମରେ ପ୍ରବାସୀ ଶ୍ରମିକ ମାନଙ୍କର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ସଭାରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଗ୍ରାମପଞ୍ଚାୟତ ପାଇଁ ଜିଲ୍ଲାପାଳ ସମସ୍ତ ଗ୍ରାମବାସୀଙ୍କୁ ଉଦବୋଧନ ଦେଇଥିଲେ ।