This browser does not support the video element.
ଗୋବିନ୍ଦପୁର: ବାମରା ଟ୍ରଷ୍ଟ ଫଣ୍ଡ କଲେଜ୍ ରେ ନୂତନ ଅଧ୍ୟକ୍ଷ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ
Govindpur, Sambalpur | Sep 12, 2025
ବାମରା ସ୍ଥିତ ଟ୍ରଷ୍ଟ ଫଣ୍ଡ କଲେଜ୍ ରେ ନୂତନ ଅଧ୍ୟକ୍ଷ ଯୋଗଦାନ କରିଥିବା ବେଳେ ତାଙ୍କୁ କଲେଜ୍ ଠାରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଜେପୁର ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଙ୍କୁ ବାମରା ଟ୍ରଷ୍ଟ ଫଣ୍ଡ କଲେଜ୍ ଅଧ୍ୟକ୍ଷ ଭାବେ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ଶୁକ୍ରବାର ଦିନ ଅଧ୍ୟାପକ ଅନିତା ହୋରୋ ତାଙ୍କୁ ଦାଇତ୍ୱ ହସ୍ତାନ୍ତର କରିଥିଲେ।